oum

ପୁରୀ-ରାଉରକେଲା ଦିନବେଳା ସ୍ୱତନ୍ତ୍ର ଟ୍ରେନ ସବୁଦିନିଆ ହେଉ : ଇଂ ଉତ୍ତମ କୁମାର ସାମଲ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାରେ ଭୁବନେଶ୍ୱର ଏବଂ ରାଉରକେଲାରେ ବଶ୍ୱକପ୍ ହକି ମ୍ୟାଚ ହେଉଥିବାରୁ ଭାରତୀୟ ରେଳବାଇ ପୁରୀ-ଭୂବନେଶ୍ୱର-ରାଉରକେଲା ମଧ୍ୟରେ ଦିନବେଳା ଏକ ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରିଛନ୍ତି । ବହୁ ପୂର୍ବରୁ ଭୁବନେଶ୍ୱର ପଟୁ ସକାଳୁଆ ଏକ ଟ୍ରେନ ରାଉରକେଲାକୁ ପ୍ରଚଳନ କରିବାକୁ ଦାବୀ ହୋଇଆସୁଛି । ଏବେ ଏହି ପୁରୀ-ରାଉରକେଲା ଦିନବେଳା ଟ୍ରେନଟି ତାର ଅଭାବ ପୁରଣ କରିବ । ତେଣୁ ରେଳମନ୍ତ୍ରୀ ଏହି ସ୍ୱତନ୍ତ୍ର ଟ୍ରେନକୁ ସବୁଦିନିଆ ଟ୍ରେନ କରି ପ୍ରଚଳନ କରିବାକୁ ସ୍ଥାନୀୟ ରେଳ ଓ ସଡକ ଉପଯୋଗକାରୀ ସଂଘ ତରଫରୁ ସଭାପତି ଇଂ ଉତ୍ତମ କୁମାର ସାମଲ ଦାବୀପତ୍ର ମାଧ୍ୟମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି । ଏ ଦଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.