ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପାଳନ ହେଉଛି ବିଶ୍ୱ ସ୍ବାସ୍ଥ୍ୟ ଦିବସ । ଚଳିତ ବର୍ଷ ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ନିଜେ ସୁସ୍ଥ ରହିବା ସହ ଆମ ପରିବେଶକୁ ସ୍ୱଚ୍ଛ ରଖିବା । ଆସନ୍ତୁ ସମସ୍ତଙ୍କୁ ସୁସ୍ଥ ରଖିବା ପାଇଁ ପରିବେଶକୁ ସ୍ଵଚ୍ଛ ଓ ସୁନ୍ଦର କରିବା ନିମନ୍ତେ ସଙ୍କଳ୍ପବଦ୍ଧ ହେବା । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.