ଭବ୍ୟ ସାଂସ୍କୃତିକ ପରିବେଶରେ ରଥକୁ ସ୍ୱାଗତ କରିଛନ୍ତି ରାୟଗଡ ଜିଲ୍ଲାବାସୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାୟଗଡରେ stscdev ମନ୍ତ୍ରୀ ଜଗନ୍ନାଥ ସାରକା ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି । ଭବ୍ୟ ସାଂସ୍କୃତିକ ପରିବେଶରେ ରଥକୁ ସ୍ୱାଗତ କରିଛନ୍ତି ରାୟଗଡ ଜିଲ୍ଲାବାସୀ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.