ବ୍ରହ୍ମପୁର ବଡ ମେଡିକାଲ୍‌ରେ କାର୍ଡିଆକ୍ ଇଣ୍ଟରଭାକ୍ୟୁଲାର୍‌ ଅଲ୍‌ଟ୍ରାସାଉଣ୍ଡ୍ ମେସିନର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ବଡ ମେଡିକାଲ୍‌ରେ କାର୍ଡିଆକ୍ ଇଣ୍ଟରଭାକ୍ୟୁଲାର୍‌ ଅଲ୍‌ଟ୍ରାସାଉଣ୍ଡ୍ ମେସିନର ଶୁଭାରମ୍ଭ ହୋଇଯାଇଛି । ଏହି ମେସିନ ହୃଦରୋଗୀଙ୍କ ପାଇଁ ଉପାଦେୟ ହେବ । ଏହି ସେବା ସମ୍ପୂର୍ଣ୍ଣ ମାଗଣାରେ ପାଇବେ ରୋଗୀ । ସରକାରୀ ଡାକ୍ତରଖାନାରେ ଏହି ସେବା ରାଜ୍ୟରେ ପ୍ରଥମ ଅଟେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.