କେରଳଠାରେ ରୌପ୍ୟ ହାସଲ କରିଥିବା ସୁହାନିଙ୍କୁ ନିଜ କାର୍ଯ୍ୟାଳୟଠାରେ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ବଲାଙ୍ଗିର, (କେପିଏନ୍ଏସ୍‌) : ବଲାଙ୍ଗିର ସିନ୍ଦୁରବାହାଲର ୧୦ ବର୍ଷର ଝିଅ ସୁହାନି ଗୁରହାଣ୍ଡି କେରଳ କୋଜିକୋଡ ସ୍ଥିତ ଭି.କେ.କ୍ରିଷ୍ଣାନ୍‌ ମେନନ ଇନ୍‌ଡୋର ଷ୍ଟାଡିୟମରେ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଦକ୍ଷିଣାଞ୍ଚଳ ମହିଳା ଉଷୁ ଲିଗ୍‌ରେ ଚମତ୍କାର ଖେଳ ପ୍ରଦର୍ଶନ କରିବା ସହ ରୌପ୍ୟ ପଦକ ହାସଲ କରିଥିଲେ ଏବଂ ବଲାଙ୍ଗିର ଜିଲ୍ଲାର ନା ରୋଷନ କରିଥିଲେ । ତେବେ ଆଜି ଜିଲ୍ଲାପାଳ ୧୦ ବର୍ଷର ଝିଅ ସୁହାନି ଗୁରହାଣ୍ଡିଙ୍କୁ ନିଜ କାର୍ଯ୍ୟାଳୟ କୁ ଡାକି ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉତ୍ତରୋତ୍ତର କାମନା କରିଥିଲେ ।

jittmm
Leave A Reply

Your email address will not be published.