ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇପିଏସ୍ ଅଫିସର ସ୍ତରରେ ଆଜି ଅଦଳ ବଦଳ କରିଛନ୍ତି । ଏହି କ୍ରମରେ ବରଗଡ଼ ଜିଲ୍ଲାକୁ ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କୁ ବଦଳି ହୋଇଛି । ବର୍ତ୍ତମାନ ସେ ନବରଙ୍ଗପୁର ଜିଲ୍ଲାର ଏସ୍ପି ଭାବେ କାର୍ୟ୍ୟ କରୁଛନ୍ତି । ସେହିପରି ବରଗଡ଼ର ବର୍ତ୍ତମାନ୍ ଏସପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଜିଲ୍ଲାକୁ ବଦଳି ହୋଇଛି ।