oom

ଶିକ୍ଷୟିତ୍ରୀଙ୍କୁ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ହାଇସ୍କୁଲରେ ନୂତନ ଶିକ୍ଷୟିତ୍ରୀ ଭାବେ ଶୋଭାସିନୀ ଗୁରୁ ଯୋଗଦେଇଛନ୍ତି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ କରାଯାଇଥିବା ବେଳେ ଶିକ୍ଷୟିତ୍ରୀ ପୂର୍ଣ୍ଣିମା କୁଅଁରଙ୍କୁ ସ୍ଥାନୀୟ ଆଦିବାସୀ ପଡ଼ା ସ୍କୁଲକୁ ବଦଳି ହୋଇଥିରୁ ତାଙ୍କୁ ପଷ୍ପ ଗୁଚ୍ଛ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ସ୍କୁଲ ଶିକ୍ଷୟିତ୍ରୀ ମୋନାଲିସା ମହାପାତ୍ର, ସବିତା ଏକ୍କା, ରିନୁ ସାହୁ, ରଶ୍ମିତା ନାଏକ, ଗୀତାଞ୍ଜଳି ମହାକୁର, ଖେଳ ଶିକ୍ଷକ ପ୍ରେମାନନ୍ଦ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.