om academy

ମହାନ୍ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବକ୍ସି ଜଗବନ୍ଧୁଙ୍କ ଅପୂର୍ବ ତ୍ୟାଗ, ବଳିଷ୍ଠ, ସାହସ ଓ ବୀରତ୍ୱର ଗାଥା ଓଡ଼ିଆ ଜାତିର ଶୌର୍ଯ୍ୟ ଓ ପରାକ୍ରମର ପ୍ରତୀକ ଭାବରେ ଚିର ସ୍ମରଣୀୟ ।

Leave A Reply

Your email address will not be published.