ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପାରାୟଣ କାର୍ଯ୍ୟକ୍ରମ ଓଡିଶା By Koshala Prabaha On Saturday 28th August 2021, 10:02 pm Share ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଠାରେ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ଭାବରେ ଜୋଷ୍ଣ।ମୟୀ ଦୀକ୍ଷିତ ପାରାୟଣ ଗାୟନ କରିଥିବା ବେଳେ ବର୍ଷା ରାଣୀ ବହିଦାର ସହଯୋଗ କରିଥିଲେ । ଅନେକ ଦର୍ଶକଙ୍କ ଦେଖିବା ପାଇଁ ଭିଡ଼ ଲାଗି ରହିଥିଲା । boudh newsଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପାରାୟଣ କାର୍ଯ୍ୟକ୍ରମ