centurian jitm

ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ଆଜି କାଶ୍ମୀରର ପହଲଗାମଠାରେ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଆମର ଭାଇ ଭଉଣୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆମର ସମସ୍ତ ମେମ୍ବର ଅଂଶଗ୍ରହଣ କରି ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ସୋନା ମିଶ୍ର, ସୁରେଶ ସାବତ, ଅଶୋକ ଦକ୍ଷିଣ ରାୟ, ବୈଶାଳୀ ସାହୁ, ବୈକୁଣ୍ଠ ସାହୁ , ଭିକି ସିଂ, ରାଜଲକ୍ଷ୍ମୀ ସାହୁ, ମୋନା, ରାଜନନ୍ଦିନୀ, ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.