ରାଇସଲପଦର ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଳାସିନୀ ସାହୁ

ଗାଇସିଲାଟ, (ପୁସ୍ତମ ଯୁଆଡି) : ଗାଇସିଲାଟ ବ୍ଲକ ରାଇସଲପଦର ପଂଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ସରପଞ୍ଚ କରମ୍ ସିଂ ସାହୁଙ୍କ ଧର୍ମପତ୍ନୀ ବିଳାସିନୀ ସାହୁ । ଏହି ଅବସରରେ ଇ.ଓ, ଜି.ଆର୍‌. ଏସ୍‌(ଯୋଗାଣ ଅଧିକାରୀ) ପଂଚାୟତର ସମସ୍ତ ଗ୍ରାମର ନବନିର୍ବାଚିତ ୱାର୍ଡମେମ୍ବରମାନେ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ କିଭଳି ପଂଚାୟତର ବିଭିନ୍ନ ସମସ୍ୟାର ଆଶୁ ସମାଧାନ ହୋଇପାରିବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.