om academy

କୁଡାସିଂହାରେ ଅଜଗର ସାପ ଉଦ୍ଧାର

jsm

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁର ନନ୍ଦିକିଶୋର ଦଲାଇ ନିଜ ବାଡିରେ ସଫେଇ କାର୍ଯ୍ୟ କରୁଥିବା ସମୟରେ ପ୍ରାୟ ୧୦ଫୁଟ ଲମ୍ବର ଏକ ଅଜଗର ସାପକୁ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗର କର୍ମଚାରୀମାନେ ଆସି ସାପଟିକୁ ଉଦ୍ଧାର କରି ମଠଖାଇ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।

Leave A Reply

Your email address will not be published.