oum

ଶାନ୍ତିପଡାରେ ମୋବାଇଲ ଚୋରକୁ କାବୁକରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡା ଶିବ ମନ୍ଦିର ପଛପଟ ଏକ ଘର ଭିତରୁ ଗତକାଲି ରାତିରେ ମୋବାଇଲ ଫୋନ ଚୋରି କରୁଥିବା ସମୟରେ ଦୁଇ ଜଣ ମୋବାଇଲ ଚୋରଙ୍କୁ ସ୍ଥାନୀୟ ଲୋକେ କାବୁକରି ଟାଉନ ପୋଲିସ ଜିମାରେ ଦେଇଛନ୍ତି । ତେବେ ଦୁଇଜଣ ଚୋରଙ୍କୁ ପୋଲିସ ଅଟକ ରଖି ଘଟଣା ସଂପର୍କରେ ଅଧିକ ପଚରା ଉଚୁରା କରୁଥିବା ଜଣାପଡିଛି ।

Leave A Reply

Your email address will not be published.