ଓଡ଼ିଶା ଉଠା ଜଳସେଚନ ନିଗମକୁ ଜାତୀୟସ୍ତରରେ ‘ୱାଟର୍ ଡାଇଜେଷ୍ଟ ୱାଟର୍ ଆୱାର୍ଡ୍ସ’ରେ ସମ୍ମାନିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶ୍ରେଷ୍ଠ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଓଡ଼ିଶା ଉଠା ଜଳସେଚନ ନିଗମକୁ ଜାତୀୟସ୍ତରରେ ‘ୱାଟର୍ ଡାଇଜେଷ୍ଟ ୱାଟର୍ ଆୱାର୍ଡ୍ସ’ରେ ସମ୍ମାନିତ କରାଯାଇଛି । ସ୍ୱଳ୍ପ ବ୍ୟୟରେ ପ୍ରକଳ୍ପର ସଫଳ କାର୍ଯ୍ୟାନ୍ଵୟନ ଦ୍ୱାରା ଚାଷୀଙ୍କ ଉତ୍ପାଦନ ବୃଦ୍ଧି ସହ ସାମାଜିକ-ଅର୍ଥନୈତିକ ଉନ୍ନତିର ଧାରା ଆହୁରି ତ୍ୱରାନ୍ୱିତ ହେଉଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.