ବଲାଙ୍ଗିର ସମଲେଇ ଗୁଡ଼ି ଭିତ୍‌ରେ ଆଁଠେ ଲେଖା ପାଏନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ଗୁଡ଼ି ଭିତ୍‌ରେ ଆଁଠେ ଲେଖା ପାଏନ୍‌ । ଗୁଡ଼ି ଗମ୍ଭୀରା ଭିତର୍‌ ତକ୍‌ ପାଏନ୍‌ ଟୁଡ଼ି ଥିବାର୍‌ ଦେଖ୍‌ବାର୍‌ କେ ମିଲିଛେ । ଗଲାକାଲି ବେଲ୍‌ବୁଡ଼ା ନୁଁ ମୂଲ୍‌ ହେଇଥିବାର୍‌ ଲଘୁଚାପ୍‌ ବର୍ଷା ଏଛିନ୍‌ ବି ନେଇଁ ଛାଡ଼୍‌ବାର୍‌ ତାଏଲ୍‌ । ଜଲ୍‌ମଏ ହେଇଯାଇଛେ ବଲାଙ୍ଗିର ସହର । ତଲି ଅଂଚଲ୍‌ ମାନ୍‌କୁ ଘର୍‌ ଭିତର୍‌ ମାନ୍‌କେ ବି ସମି ଯାଇଛେ ପାଏନ୍‌ । ନାଲ୍‌ ବାଟ୍‌ ଘାଟ୍‌ ସବୁ ଆଡେ଼ ପାଏନ୍‌ ଉଛ୍‌ଲି କରି ଛୁଟୁଛେ । ସମଲେଇ ମା’ର୍‌ ଗୁଡ଼ି ଥି ବର୍‌ଷା ପାଏନ୍‌ ଟୁଡ଼୍‌ବାର୍‌ ଟା ଦେଖିକରି ଭକ୍ତ ଆର୍‌ ଶ୍ରଦ୍ଧାଳୁ ମାନ୍‌କର୍‌ ଭିତ୍‌ରେ ଅସନ୍ତୋଷ ଦେଖ୍‌ବାର୍‌ କେ ମିଳିଛେ ।

Leave A Reply

Your email address will not be published.