oum

ସମ୍ବିଧାନ ଦିବସ ପାଳିତ

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହେଇଯାଇଛି । ମୁଖ୍ୟ ବିଚାରପତି ଏସ୍ ମୁରଲିଧର ସୂଚେଇଥିଲେ ଯେ, ଅସହାୟ ଗରୀବ ଶ୍ରେଣୀର ଲୋକମାନେ ୩୯ ଏ ପ୍ରାବିଧାନ୍ଖଳ ଆରଟିକଲରେ ଆଇନ ସହାୟତାରୁ ବଂଚିତ ହେବେ ନାର୍ହିଁ । ଏହି ବାର୍ତ୍ତା ଆଜିର ଦିନରେ ସମସ୍ତଙ୍କ ପାଖକୁ ଯାଉଛି । କାର୍ଯ୍ୟକ୍ରମରେ ବିଚାରପତି ୩୯ଏ ସାମ୍ବିଧାନିକ ଆରଟିକଲର ଶୁଭାରମ୍ଭ କରିଥିବା ବେଳେ ଓକିଲ ସଂଘର ସଭାପତି ଜୟ କୁମାର ସିଂହଦେଓ, ସଂପାଦକ ଯତୀନ କୁମାର ସାହୁଙ୍କ ସମେତ ସମସ୍ତ ଆଇନଜୀବୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.