ଭୁବନେଶ୍ୱର, (କେପିଏନ୍ଏସ୍) : ଆଗାମୀ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଭୁବନେଶ୍ଵର ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ । ରାଜ୍ୟ ସଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ କ୍ଷେତ୍ରସ୍ତରୀୟ ତଦାରଖ କରିଛନ୍ତି । ଏଥିରେ ବିଭାଗର ନିର୍ଦ୍ଦେଶକଙ୍କ ସମେତ ଅଧିକାରୀମାନେ ଉପସ୍ଥିତ ଥିଲେ ।