centurian jitm

ଇଲେଭେନ ଷ୍ଟାର ସେବା ଟ୍ରଷ୍ଟ ତରଫରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଇଲେଭେନ ଷ୍ଟାର ସେବା ଟ୍ରଷ୍ଟ ତରଫରୁ ୭୩ ତମ ସାଧାରଣ ତନ୍ତ୍ର ଦିବସପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଦୁର୍ବଳ ଓ ବ୍ରାହ୍ମଣମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରୋଗ୍ରାମରେ ମୁଖ୍ୟ ଅତିଥି ଭାବେ ବିଧ୍ୟାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିବା ବେଳେ ଇଲେଭିନ୍ନ ଷ୍ଟାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଗତକାଲି ୩୦୦ କ୍ୟାନସର୍ ରୋଗୀଙ୍କୁ କମ୍ବଳ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.