oom

ଭୁତିଆରବାହାଲ ହରିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

jsmm

ଗାଇସିଲାଟ, (ପୁସ୍ତମ ଯୁଆଡି) : ଭୁତିଆରବାହାଲ ହରିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମକୁ ମାନି ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତରେ ଏହା ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଚେୟାରମ୍ୟାନ ନମୋଗୁରୁ ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାନ୍ତନୁ ମହାକୁର, ପୂର୍ବତନ ୱାର୍ଡ ମେମ୍ବର ଜଂଗଲୁ ବାଗ, ପୂର୍ବତନ ଛାତ୍ର ପୁସ୍ତମ ଯୁଆଡି, ଜଗଦାନନ୍ଦ ନାଏକ, ରମାକାନ୍ତ ନାଗ, ଜଳନ୍ଧର ପୁଟେଲ, ଏବଂ ଦିବାକର ସାହୁ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.