jayashree

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ନିମନ୍ତେ କେତେକ ସଚେତନତା ବାର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ୪୦ ଡିଗ୍ରୀ ପାର କରିଛି ତାତି । ଅଂଶୁଘାତର ଆଶଙ୍କା ଏବେ ୧୦୦ ପ୍ରତିଶତ ପାଖାପାଖି । ଏହାକୁ ଦୃଷ୍ଟିରେ ରଖି ସମସ୍ତେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇ ସତର୍କ ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟରେ ଆସନ୍ତୁ କେତେକ ଦିଗ ଉପରେ ନଜର ଦେବା

  • ପ୍ରଚୁର ପରିମାଣରେ ପାଣି ପିଇବା
  • ଆବଶ୍ୟକ ନ ପଡିଲେ ଘରୁ ବାହାରକୁ ଯିବା ନାହିଁ ଏବଂ ଯଦି କୌଣସି କାରଣରୁ ବାହାରକୁ ଯିବା ଯଦି ଅତି ଆବଶ୍ୟକ ହୁଏ ତେବେ ପାଦରେ ଯୋତା, ମୁଣ୍ଡରେ ଗାମୁଛା, ହାତରେ ଛତା ଏବଂ ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲିବା ନାହିଁ ।
  • ଘରେ ଥିବା ଗୃହପାଳିତ ପଶୁ ପକ୍ଷୀଙ୍କୁ ମଧ୍ୟ ପ୍ରଚୁର ପାଣି ପିଇବାକୁ ଦେବା ।
  • ବାରମ୍ବାର ଦହିପାଣି, ସରବତ ପ୍ରଚୁର ପରିମାଣରେ ପିଇବା
  • ଦେହରେ ଜଳୀୟ ଅଂଶକୁ ବଜାୟ ରଖିବାକୁ ଆମେ ଆଖୁରସ, ତୋରାଣି, ପଇଡ ପାଣି, ଲେମ୍ବୁ ସରବତ ପିଇବା ଏବଂ ତରଭୁଜ, କାବୁଡି ଖାଇବା
Leave A Reply

Your email address will not be published.