ପ୍ରକାଶ ପାଇଲା JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ ଓଡିଶା By Koshala Prabaha On Tuesday 7th February 2023, 11:18 am Share ଭୁବନେଶ୍ଵର : ପ୍ରକାଶ ପାଇଲା JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଥିବା ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ରେଜଲ୍ଟ ଦେଖିପାରିବେ । ଅଫିସିଆଲ ୱେବସାଇଟ୍- jeemain.nta.nic.inରେ ରେଜଲ୍ଟ ପ୍ରକାଶ ପାଇବ । bhubaneswar news