ଗିନିଜ ବୁକ ଅଫ ୱାଲ୍‌ର୍ଡ ରେକର୍ଡରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ

ଭୁବନେଶ୍ୱର : ଗିନିଜ ବୁକ ଅଫ ୱାଲ୍‌ର୍ଡ ରେକର୍ଡରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ । ଏ ନେଇ ୫ଟି ସଚିବ ଭିକେ ପାଣ୍ଡିଆନ ଶନିବାର ସୂଚନା ଦେଇଛନ୍ତି । ରାଉରକେଲାରେ ୨୧ ହଜାର ବସିବା କ୍ଷମତା ରଖିଥିବା ଏହି ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ ଗିନିଜ ବୁକରେ ସ୍ଥାନ ପାଇଥିବା ନେଇ ପାଣ୍ଡିଆନ ତାଙ୍କ ଇନ୍‌ଷ୍ଟା ପେଜରେ ସେୟାର କରିଛନ୍ତି ।

Leave A Reply

Your email address will not be published.

error: Content is protected !!