centurian jitm

‘କୋଶଳ ପ୍ରବାହ’ର ପ୍ରଭାବ : ଅନେକ ଗାଁର ରାସ୍ତା ନିର୍ମାଣ

nschool

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ରାସ୍ତା ନିର୍ମାଣ ନେଇ ‘କୋଶଳ ପ୍ରବାହ’ରେ ଖବର ପ୍ରକାଶ ପାଇ ଆସୁଥିବା ବେଳେ ଏବେ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ହୋଇଛି । ସୂଚନା ଅନୁସାରେ ହଲନଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଶପାଲିରୁ ଲାଠୋର ଯିବା ରାସ୍ତା ଓ ଟିକ୍ରାପଡା ବରଗଛ ଛକ ପ୍ରଧାନମନ୍ତ୍ରୀ ରାସ୍ତାରୁ ଗାଁ ବସ୍ତି ଭିତରକୁ ରାସ୍ତା ନିର୍ମାଣ କରାଯାଇଛି । ଏନେଇ ଗାଁର ଜନସାଧାରଣ ‘କୋଶଳ ପ୍ରବାହ’କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.