କଣ୍ଟାବାଞ୍ଜି ଆଶ୍ରମପଡା ଜଗନ୍ନାଥ ମନ୍ଦିର ସାମ୍‌ନା ରାସ୍ତାର ଅବସ୍ଥା ଶୋଚନୀୟ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆଶ୍ରମପଡା ଜଗନ୍ନାଥ ମନ୍ଦିର ସାମ୍‌ନା ରାସ୍ତା ଉପରେ ପିଏଚ୍‌ଡି ପାଣି ପାଇପ୍ ଲିକେଜ୍ ହେତୁ ରାସ୍ତାରେ ପାଣି ଜମି ଖାଲୁଆ ହୋଇ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଏହିପରି ରାସ୍ତାରେ ଏକ୍ସିଡେଣ୍ଟ ହେବାର ସମ୍ଭାବନା ରହିଛି ବୋଲି ସାଧାରଣରେ ମତପ୍ରକାଣ ପାଉଛି । ଏହି ରାସ୍ତାର ମରାମତି ଦେଇ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.