ଶ୍ରୀ ରାମ ନବମୀ ଉପଲକ୍ଷେ ଚବିଶ ପ୍ରହରୀ ନାମଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ରାମ ମନ୍ଦିର ଠାରେ ରାମନବମୀ ଉପଲକ୍ଷେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ସୁବାଷ ପାଢ଼ୀ ପୂଜା କରିଥିବା ବେଳେ ଗିରିଶ ସାହୁ ଓ ଚନ୍ଦ୍ର କାନ୍ତି ସାହୁ କର୍ତ୍ତା ଭାବରେ ବସିଥିଲେ । ମନ୍ଦିର ତରଫରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା ।

Leave A Reply

Your email address will not be published.