oum

ଜନ୍ମ ଦିନରେ ରକ୍ତଦାନ କଲେ ସିଆରପିଏଫ୍ ମଣ୍ଟୁ କରନ୍

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାଏପାଲି ଗାଁର ସିଆରପିଏଫ୍ ମଣ୍ଟୁ କରନ୍‌ ନିଜର ଜନ୍ମ ଦିବସ ଅବସରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲର ରକ୍ତ ଭଣ୍ଡାରରେ ରକ୍ତଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଛନ୍ତି । ଏହି ସମୟରେ ରକ୍ତଦାତା ନିତ୍ୟାନନ୍ଦ ଷଡଙ୍ଗୀ, ଅବନୀ ସାହୁ, ସୁରେଶ କମ୍ପ, ଜୟଦେବ ଜାଲ, ଅଜିତ ଭୋଇ, ସ୍ୱାଧୀନ ମେହେର ରକ୍ତଦାନ କ୍ଷେତ୍ରରେ ଉତ୍ସାହ ପ୍ରଦାନ କରିଥିଲେ ।

Leave A Reply

Your email address will not be published.