jayashree

ରାଜ୍ୟର ୫ଟି ସ୍ଥାନରେ ଇଡିର ରେଡ୍‌

ଭୁବନେଶ୍ୱର : କିଛି ଦିନ ପରେ ପୁଣି ଫେରିଛି ଅର୍ଥତତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲା । ଭୁବନେଶ୍ୱର ସମେତ ରାଜ୍ୟର ୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଛି ଚଢାଉ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କେଉଁ ସ୍ଥାନରେ ଏବଂ କାହା କାହା ଘରେ ଚଢାଉ ଚାଲିଛି, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଜଣେ ଖବର କାଗଜ ମାଲିକଙ୍କ କାର୍ଯ୍ୟାଳୟରେ ଚଢାଉ ଚାଲିଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେଡ୍‌ରେ କଣ ସବୁ ତଥ୍ୟ ମିଳିଛି ତାହା ଜଣାପଡିନାହିଁ ।

Leave A Reply

Your email address will not be published.