
ବଲାଙ୍ଗିର, (କେପିଏନ୍ଏସ୍) : କେଭି ଗ୍ରୀଡ ସବଷ୍ଟେସନ ମାଧିଆପାଲି ପରିସରରେ ବିଶ୍ୱକର୍ମାଙ୍କ ପୂଜା ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । କର୍ତ୍ତା ଭାବେ ହରିହର ପଧାନ (ଲାଇନମ୍ୟାନ ଏ) ଓ ପୂଜକ ଭାବେ ଉମାକାନ୍ତ ଚାନ୍ଦ ଦାୟିତ୍ୱ ତୁଳାଇ ଥିବା ବେଳେ ପ୍ରିୟନାଥ ଦଣ୍ଡସେନା, ରୁତୁରାଜ ପଧାନ, ପିତାମ୍ବର ଚନ୍ଦନ, ଦିଲୀପ ଗଡତ୍ୟା, ହିତାଂଶୁ ପଧାନ, ମିକୁ ପଧାନ, ସୁରୁ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।