oom

ଚୂଡ଼ାପାଲି ପଞ୍ଚାୟତ ନିର୍ବାଚନ ମଇଦାନରେ ଗ୍ଲେମର୍‌ କୁଇନ୍‌ ପ୍ରିୟଙ୍କା ନନ୍ଦ

jsmm

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଗାଁ ଗାଁରେ ଜୋର୍‌ ଧରିଲାଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର । ଚୂଡ଼ାପାଲି ପଞ୍ଚାୟତ ପାଇଁ ଚଳିତ ନିର୍ବାଚନରେ ସରପଞ୍ଚ ପଦବୀରେ ଲଢ଼ୁଛନ୍ତି ଗ୍ଲେମର୍‌ କୁଇନ୍‌ ପ୍ରିୟଙ୍କା ନନ୍ଦ । ଢ଼ୁଲୁସର ଗାଁରେ ଜନ୍ମଗ୍ରହଣ କରିଥିବା ପ୍ରିୟଙ୍କା ମଧ୍ୟପ୍ରଦେଶର ଭୋପାଳରେ ଉଚ୍ଚ ଶିକ୍ଷା ଗ୍ରହଣ କରି ମୋଡେ଼ଲିଂ ଜଗତରେ ଜଣେ ପ୍ରଫେସନାଲ୍‌ ସଫଳ ଚରିତ୍ର ଭାବେ ବେଶ୍‌ ସୁନାମ ଅର୍ଜନ କରିଥିବା ବେଳେ ଏବେ ନିଜ ପଞ୍ଚାୟତର ସର୍ବାଙ୍ଗିନ ଉନ୍ନତି ପାଇଁ ନିଜ ଜନ୍ମମାଟିକୁ ଫେରି ସରପଞ୍ଚ ପ୍ରାର୍ଥିନୀ ଭାବେ ମତଦାତାଙ୍କୁ ଘର ଘର ଯାଇ ଭେଟୁଥିବା ଦେଖିବାକୁ ମିଳିଛି । ଗାଁର ବିକାଶ ପାଇଁ କାମ କରିବାର ସୁଯୋଗ ପାଇଲେ ମୋର ଉଚ୍ଚ ଶିକ୍ଷା କାମରେ ଲାଗିବ ବୋଲି ସେ ମତ ଦେଉଛନ୍ତି ।

jittmm
Leave A Reply

Your email address will not be published.