ରାହୁଲ ନଦୀ କୂଳରୁ ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଘଟଣା : ପ୍ରେମିକାର ଭିଣୋଇ ଗିରଫ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କର୍ଲାଖମନ ସ୍ଥିତ ରାହୁଲ ନଦୀ କୂଳରୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ କୁଦେଇ ଗ୍ରାମର ଶିକ୍ଷକ ବାସୁଦେବ ଭୋଇଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଘଟଣାରେ ଆଜି ପୁଣି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଉକ୍ତ ଘଟଣାଟି ପ୍ରେମ ବ୍ୟାପାର ହୋଇଥିବା ବେଳେ ପୂର୍ବରୁ ଏହି ଘଟଣାକୁ ନେଇ ପ୍ରେମିକା ପ୍ରମୋଦା ବଗର୍ତ୍ତୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଉକ୍ତ ଘଟଣାରେ ସହଯୋଗ କରିଥିବା ପ୍ରେମିକାର ଭିଣୋଇ ଭଗବାନ ବାଗଙ୍କୁ ତୁଷୁରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.