ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପି ପି ଏକାଡେମୀ ଠାରେ ବଲାଙ୍ଗୀରିଏନ ଧାଙ୍ଗରୀ ଗୃପ ତରଫରୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଚାରକ ଭାବରେ ସଙ୍ଗୀତା ଦାସ, ରେସମା ଦାସ, ଜିତ ସୁନା ଉପସ୍ଥିତ ଥିଲେ । ଅତିଥି ଭାବେରେ ଗୋପାଳଜୀ ପାଣିଗ୍ରାହୀ, ପ୍ରତାପ ରଥ, ବିଧୁଭୂଷଣ ତ୍ରିପାଠୀ, ଗୋପାଳ ପ୍ରଧାନ, ଲୋଟସ ଷଡ଼ଙ୍ଗୀ, ଦିନେଶ ଶର୍ମା, ସରିତା ଦାସ, ବିନୋଦ କାଲସାଏ, ସୋମନାଥ ମିଶ୍ର, ବିକାଶ ସା, ନୂତନ ଦାସ,ରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଦିବ୍ୟାରାଣୀ ବିଶି, ସପନା, ମିନତୀ ରାଓ, ଅଷ୍ଟମୀ ନାଗ, ସୀମା, ନିରୋଜିନୀ, ହେପି, ଝରଣା, ନୁପୁର, ପ୍ରୀତି, ରାଶି, ରିୟା, ସୀକୃତି ବନଛୋର, ସୋନାକ୍ଷୀ, ଶ୍ରାବଣୀ ଓ ଶ୍ରୀୟା ସହଯୋଗ କରିଥିଲେ ।
Next Post