oom

ଆଗାମୀ ପଞ୍ଚାୟତ ସ୍ତରୀୟ ନିର୍ବାଚନ ପାଇଁ ସଇଁନ୍ତଲା ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ଆଜି ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଜେପି ଦଳର କର୍ମୀ ମାନେ ଏକଜୁଟ ହୋଇ ଲଢେ଼ଇ କରି ବିଜେପି ବିଜୟ ବାନା କିଭଳି ଭାବେ ଉଡ଼ିବ ସେନେଇ ଟିକ୍ରାପଡା, ଝିଙ୍କିଡୁଙ୍ଗୁରି, ଜୁରାବନ୍ଦ ପଞ୍ଚାୟତରେ ବିଜେପି କର୍ମୀମାନଙ୍କ ଉପସ୍ଥିତ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଦାଧର ବଗର୍ତ୍ତି,ସୁରେଶ ଦନ୍ତା, ପିଣ୍ଟୁ ବଗର୍ତ୍ତି, ଦିବେକା ରାଜପଲିଆ, ଲଳିତ ବାଗ, କୃତିବାସ କଲେତ, ମକରନ୍‌ନ୍ଦ ରଣା, ପ୍ରକାଶ ବଗର୍ତ୍ତି, ପ୍ରେମା ମେହେର, ନବୀନ ରଣା, ଲକ୍ଷ୍ମୀ ରାଜପଲିଆ, ଇନ୍ଦ୍ରଜିତ ଥନାପତି, କୁନା ସାହୁ ସମେତ ବିଜେପି କର୍ମୀମାନେ କରୋନା କଟକଣାକୁ ପାଳନ କରି ଏହି ପ୍ରସ୍ତୁତ ବୈଠକରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.