ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟର ପ୍ରଶଂସା କରି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଋଣ ସହାୟତା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ପାଇକମାଲ ପିଏଚ୍‌ସି ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ୧୩୩/୧୧ କେଭି ସବଷ୍ଟେସନ ପାଇଁ ଜମି ଚିହ୍ନଟ ସରିଛି । ଏହି ଅବସରରେ ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟର ପ୍ରଶଂସା କରି ₹୧.୨୩ କୋଟି ଋଣ ସହାୟତା ଦ୍ଵାରା ମା’ମାନେ ଉଦ୍ୟୋଗୀ ହୋଇ ସୁନାମ ଅର୍ଜନ କରିବାକୁ ସେ ଆହ୍ଵାନ କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.