ଭୁବନେଶ୍ୱର, (କେପିଏନ୍ଏସ୍) : ପୌର ନିର୍ବାଚନରେ ଷ୍ଟ୍ରଙ୍ଗ୍ ରୁମ୍ ସ୍ଥାପନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମାନକ କାର୍ଯ୍ୟ ପଦ୍ଧତି ବା ଏସ୍ଓପି ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ପୌରପରିଷଦରେ ତିନି ପ୍ରକାର ଷ୍ଟ୍ରଙ୍ଗ୍ ରୁମ୍ ସ୍ଥାପନ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ପୂର୍ଣ୍ଣ ବିବରଣୀ ପଢନ୍ତୁ :
Prev Post
Next Post