oom

ଭବାନୀପାଟଣା ଜିଲ୍ଲା ମୁଖ୍ୟ କାରାଗାରରୁ ଦୁଇ କଏଦୀ ଫେରାର

jsmm

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଭବାନୀପାଟଣା ଜିଲ୍ଲା ମୁଖ୍ୟ କାରାଗାରରୁ ଦୁଇ କଏଦୀ ଫେରାର । ଆଜି ସକାଳୁ ବଗିଚା କାମ କରୁଥିବା ସମୟରେ ଦୁଇଜଣ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ସୂଚନା ମିଳିଛି । ଦୁଇଜଣ କଏଦୀ ହେଲେ ସିକନ୍ଦର ଜାଲ ଏବଂ ନୀଳମଣି ବିଭାର । ଦୁଇଜଣ ଯାକ ପୋକ୍ସୋ କେସ୍‌ରେ ଗିରଫ ହୋଇ ଆସିଥିଲେ । ଜଣେ ଫେବୃଆରୀରେ ଜେଲକୁ ଆସିଥିବା ବେଳେ ଜଣେ ମାର୍ଚ୍ଚରେ ଜେଲକୁ ଆସିଥିଲେ ।

jittmm
Leave A Reply

Your email address will not be published.