centurian jitm

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ

nschool

କଟକ : ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ । ଦିନ ୧୧ଟାରେ ଫଳ ପୁସ୍ତିକା ଉନ୍ମୋଚିତ ହେବ । ୧୨ଟାରୁ orissaresults.nic.inରେ ଉପଲବ୍ଧ ହେବ ଫଳ । ଜୁନ୍‌ ୮ ସୁଦ୍ଧା କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ଏବର୍ଷ ବାଣିଜ୍ୟ ପରୀକ୍ଷା ୨୪,୩୩୧ ପିଲା ଦେଇଥିବା ବେଳେ ବିଜ୍ଞାନ ପରୀକ୍ଷା ୯୩,୮୯୪ ଜଣ ପିଲା ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.