om academy

ମହିମା ଆଶ୍ରମରେ ଭୀମ ଭୋଇ ପାଠାଗାର ଉଦ୍‌ଘାଟିତ

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସତ୍ୟ ମହିମା ଆଦର୍ଶ ଆଶ୍ରମ ଠାରେ ଭୀମ ଭୋଇ ପାଠାଗାର ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଯୋଗଦାନ କରି ପାଠାଗାରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ବିରେନ୍ଦ୍ର ବାବା ମଞ୍ଚାସୀନ ଥିଲେ । ବକ୍ତା ଭାବେ ଶିକ୍ଷାବିତ୍ ଟେକଚାନ୍ଦ ଦୁଆନ ଯୋଗଦାନ କରିଥିଲେ ।

Leave A Reply

Your email address will not be published.