ସମ୍ବଲପୁର : ଲଗାତାର୍ ୫ ଦିନ ହେଲା ସକାଲର୍ ୩ ବଜେ ନୁ ଉଠି କରି ହଜାରେ ଜନ୍ କର୍ ଖାଏବାର୍ ପ୍ରସ୍ତୁତ୍ କରୁଛେ ପଶ୍ଚିମ ଓଡିଶା ଯୁୁବା ମଞ୍ଚ । ଶନିବାର୍ ଆର୍ ରଏବାର୍ ସଟ୍ ଡାଉନ୍ ଲାଗି ବୁର୍ଲା ମେଡିକାଲ୍ କେ ଚିକିତ୍ସା ଲାଗି ଆସୁ ଥିବାର୍ ଶହ ଶହ ରୋଗୀ ଆର୍ ତାଙ୍କର୍ ଘରର୍ ଲୋକ୍ ଖାଏବାର୍ କେ ନେଇଁ ପାଏବାର୍ । ତାଙ୍କର୍ ପେଟେ ଭାତ୍ ମୁଠେ ଦେବାର୍ ପ୍ରାୟାସ୍ କରୁଛେ ପଶ୍ଚିମ ଓଡିଶା ଯୁୁବା ମଞ୍ଚ । ଇଥିରର୍ ଳାଗି ପଶ୍ଚିମ ଓଡିଶା ଯୁୁବା ମଞ୍ଚ କେ ଖୋବ୍ ପ୍ରଶଂସା କରାଯାଉଛେ ।