ଭୀମପାହାଡରେ ପର୍ଯ୍ୟଟକଙ୍କ ଗହଳି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼ରେ ଦଶହରା ପାଇଁ ଏବେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି । ଡଙ୍ଗର ଉପରକୁ ଯାଇ ଭୀମଙ୍କ ଗୁମ୍ଭାର ଦର୍ଶନ ପରେ ଲୋକେ ଭୋଜି ଭାତର ଆସର ସହ ବୋଟିଙ୍ଗର ମଜା ନେଉଛନ୍ତି । ଏହି ପର୍ଯ୍ୟଟନସ୍ଥଳୀକୁ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ପ୍ରତ୍ୟହ ଆସୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.