ବଲାଙ୍ଗିର ପିଡି ଡୁଡାଙ୍କ ତୁଷୁରା ଏନ୍‌ଏସିକୁ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରା ଏନ୍‌ଏସିକୁ ଆଜି ବଲାଙ୍ଗିର ପିଡି ଡୁଡା ସୁଦର୍ଶନ ସଏ ପରିଦର୍ଶନ କରିଛନ୍ତି । ପିଡି ଡୁଡା ଶ୍ରୀ ସଏ ପରିଦର୍ଶନ କରି ତୁଷୁରା ଏନ୍‌ଏସି ଅନ୍ତର୍ଗତ ସ୍ମାର୍ଟ ପାର୍କ, କ୍ରେମେଟୋରିୟମ୍, ମହିପୁର ଏବଂ ନଗାଁ ଖେଳ ପଡିଆ, ମିଶନ୍ ଶକ୍ତି ଗୃହ ଏବଂ ଧାନଗାରାଠାରେ ଏଡବ୍ଲ୍ୟୁସି ବିଲ୍ଡିଂକୁର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.