lika

ଜବାହରଲାଲ ମହାବିଦ୍ୟାଳୟରେ ପରିଚାଳନା କମିଟିର ବୈଠକ

gbag

ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ପରିଚାଳନା କମିଟି ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ସତ୍ୟପ୍ରିୟ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ପରିଚାଳନା କମିଟିର ସମ୍ପାଦିକା ଆୟାଶା ବାନୁ ପରିଚାଳନା କରିଥିଲେ । ସଭ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ସନ୍ତୋଷ କୁମାର ମେହେର, ପ୍ରାଧ୍ୟାପିକା ଡଃ କୃଷ୍ଣପ୍ରିୟା ହୋତା, ଝୁନୁ କୁମାରୀ ପାତ୍ର, ନିରୁପମା ପୁରୋହିତ, ଅଭିମନ୍ୟୁ ମେହେର, କୁନ୍ତିରାମ ସୁନା, ଭୋଜିସ୍‌ ଖାନ, କାମାକ୍ଷା ପ୍ରସାନ ସାହୁ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

babaa
Leave A Reply

Your email address will not be published.