jayashree

କପା ଫସଲରେ ସମନ୍ୱିତ ରୋଗ ପୋକ ପରିଚାଳନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କପା ଫସଲରେ ରୋଗ ଓ ପୋକ ଚାଷୀମାନଙ୍କର ଏକ ପ୍ରମୁଖ ସମସ୍ୟା । ଏହାର ନିରାକରଣ ପାଇଁ ସମନ୍ୱିତ ରୋଗ ପୋକ ପରିଚାଳନା ସହ ରାଜ୍ୟ ସରକାରଙ୍କ ମୋବାଇଲ ଭିତ୍ତିକ ମାଗଣା ପରାମର୍ଶ ସେବା “ଆମକୃଷି”କୁ ଯୋଗାଯୋଗ କରନ୍ତୁ । ଆମ କୃଷି ସେବା ପାଇବା ପାଇଁ ନିଶୁକ୍ଳ ନମ୍ବର ୧୫୫୩୩୩କୁ କଲ କରନ୍ତୁ । ଏନେଇ ରାଜ୍ୟ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.