oom

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ବିଜାଖମନ୍‌ ମେଗା ନର୍‌ସରି ଠାନେ ଅନୁଷ୍ଠିତ ହେଇଯାଇଛେ । ଇନେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ରିଷିକେଶ ଦିଆନ୍‌ଦେଓ ଖିଲାରୀ, ଡିଏଫ୍‌ଓ ନୀତିଶ କୁମାର, କେନ୍ଦୁଲିଫ୍‌ ଡିଏଫ୍‌ଓ ରଂଜିତ ମଲ୍ଲିକ ଅତିଥି ଭାବେ ଯୋଗଦାନ୍‌ କରିଥିଲେ । ଇ’ ଅବସର୍‌ ଥି ବଲାଙ୍ଗିରର୍‌ ୧୪ଟା ବ୍ଲକ୍‌ ନୁ ୧୪ ଝନ୍‌କେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଶ୍ୱ ପରିବେଶ୍‌ ଦିବସ୍‌ ନେ ପ୍ଲାଷ୍ଟିକ୍‌ ମୁକ୍ତ ସମାଜ୍‌ ଗଠନ୍‌ ଉପ୍‌ରେ ଅତିଥି ମାନେ ନିଜର୍‌ ନିଜର୍‌ ମତାମତ୍‌ ପ୍ରଦାନ୍‌ କରିଥିଲେ । ଆଗଲପୁର ବ୍ଲକ୍‌ର ଲୋକ୍‌ନାଥ ମେହେର, ବଙ୍ଗୋମୁଣ୍ଡାର ସାଇ ପ୍ରସାଦ ସାହୁ, ବେଲପଡ଼ାର ସୁନୀତା ପ୍ରଧାନ, ବଲାଙ୍ଗିରର ସତ୍ୟସୁନ୍ଦର ଭଂଜ, ଦେଓଗାଁର୍‌ ସୁନୀଲ ମହାନ୍ତି, ଗୁଡ଼ଭେଲାର ଗୋକୁଲ ମିର୍ଦ୍ଧା, ଖପ୍ରାଖୋଲର ସୁଜିତ ଶତପଥୀ, ଲୋଇସିଂହାର ସାଇସନ୍ଥ ପଟେଲ, ମୁରିବାହାଲର ଜଗନ୍ନାଥ ମେହେର, ପାଟଣାଗଡ଼ର ତ୍ରିଲୋଚନ ସାହୁ, ପୁଇଁତଲାର ସତ୍ୟନାରାୟଣ ହୋତା, ସଇଁତଲାର ସୁରେନ୍ଦ୍ର ସ୍ୱାଇଁ, ଟିଟିଲାଗଡ଼ର ତ୍ରିରଥ ଗଡ଼ତିଆ, ତୁରେକେଲାର ଡୋଲାମଣି ମହତଙ୍କୁ ଇ’ କାର୍ଯ୍ୟକ୍ରମ ନେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛେ ।

jittmm
Leave A Reply

Your email address will not be published.