ସମାଜସେବୀ ଲକ୍ଷ୍ମଣ ମହାପାତ୍ରଙ୍କ ପରଲୋକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଲୁର ଅଞ୍ଚଳ ଅରୁଣପୁର ଗ୍ରାମର ସମାଜସେବୀ ଲକ୍ଷ୍ମଣ ମହାପାତ୍ର ନିଜ ବାସଭବନ ଠାରେ ପରଲୋକ ହୋଇଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନିଜ ଗ୍ରାମ ଶ୍ଵସାନରେ ପରିବାର ବନ୍ଧୁ ବର୍ଗଙ୍କ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା ସେ ଜଣେ ପରୋପକାରୀ, ମିଷ୍ଠଦ୍ଭାସି, ଧର୍ମପରାୟଣ, ସ୍ଵଷ୍ଟବାଦି, ଶାନ୍ତ ସ୍ଵଭାବର ବ୍ୟକ୍ତିତ୍ୱ ଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କରି ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ ।

Leave A Reply

Your email address will not be published.