ଓଡିଶା ବନ୍ଦ ଡାକରା ଗଞ୍ଜାମ ସହରରେ କଂଗ୍ରେସର ପ୍ରଭାବ

ଗଞ୍ଜାମ (ପ୍ରଦିପ କୁମାର ପଣ୍ଡା) : କଂଗ୍ରେସ ଦେଇଥିବା ଓଡ଼ିଶା ବନ୍ଦ ଡାକରା ଗଞ୍ଜାମ ସହରରେ କଂଗ୍ରେସ ତରଫରୁ ବନ୍ଦର ଆଂଶିକ ପ୍ରଭାବ ପଡିଥିଲା । ବ୍ଲକ କଂଗ୍ରେସ ଯୁବ ନେତା କୁନା ରେଡ୍ଡୀଙ୍କ ନେତୃତ୍ୱରେ ଏକ ବାଇକ ରାଲି ଠାକୁରାଣୀ ମନ୍ଦିରରୁ ବାହାରି ବଡ଼ ବଜାର ପରିକ୍ରମା କରିଥିଲେ । କିଛି ଦୋକାନ ବଜାର ବନ୍ଦ ଥିବା ବେଳେ ଆଉ କିଛି ଦୋକାନ ଖୋଲା ଥିବା ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.