om academy

ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ : ପାଣି ଜମି ରହୁଥିବା ଅଭିଯୋଗ

jsm

ରାଇରଙ୍ଗପୁର : ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ । ଟାଟା ବାଦାମ ପାହାଡ଼ ମେମୁ ପାସେଞ୍ଜର ଟ୍ରେନ୍‌କୁ ଗୋରୁମୋହିସାଣି ଷ୍ଟେସନ ନିକଟସ୍ଥ ବଡ଼ମୌଦା ଗ୍ରାମରେ ଅଟକାଇଲେ ଗ୍ରାମବାସୀ । ଗୋଳାପୋଲରେ ପାଣି ଜମି ରହୁଥିବା ଅଭିଯୋଗ ନେଇ ୧ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକି ରହିଛି ଟ୍ରେନ୍‌ । ଗୋଳାପୋଲରେ ପାଣି ଜମୁଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ଅଞ୍ଚଳବାସୀ ।

Leave A Reply

Your email address will not be published.