oum

ଶାନ୍ତି ତପୋବନ ଆଶ୍ରମରେ ସାଧାରଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ପାଳିତ

jsm

ବରଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତି ତପୋବନ ଆଶ୍ରମଠାରେ ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସିନୀଙ୍କ ଗହଣରେ ସାଧାରଣତନ୍ତ୍ର ଦିବସ ଓ ମା’ ବିଦ୍ୟାଦୟିନୀ ସରସ୍ଵତୀଙ୍କ ପୂଜା ପାଳିତ ହୋଇଯାଇଛି । ଉକ୍ତ ଦିବସରେ ମୁଖ୍ୟ ଅତିଥିଭାବେ ସ୍ବେଚ୍ଛାସେବିକା ଶ୍ରୀମତୀ ଜାନକୀ ବିଶି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ସଂଯୁକ୍ତ ଯୁବ ସଂଗଠନର ସଭାପତି ସୁରେନ୍ଦ୍ର ମେହେର, ସମ୍ପାଦକ ଦେବଦତ୍ତ ତ୍ରିପାଠୀ ଯୋଗଦେଇଥିବା ବେଳେ ସ୍ଵେଚ୍ଛାସେବୀ ଲବଙ୍ଗ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.