ଓଲଟିଲା ମିନିବସ୍ : ୧୦ ଯାତ୍ରୀ ଆହତ

ବ୍ରହ୍ମପୁର : ଗଞ୍ଜାମ କବିସୂର୍ଯ୍ୟନଗରରେ ଏକ ମିନିବସ୍ ଓଲଟି ପଡିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ‘ଶିବଶମ୍ଭୁ’ ନାମକ ଯାତ୍ରୀବାହୀ ମିନି ବସ୍ ପୋଲସରାରୁ ଆସିକା ଅଭିମୁଖେ ଆସୁଥିବା ବେଳେ କବିସୂର୍ୟ୍ୟନଗର ନୂତନ ଥାନା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ କବିସୂର୍ୟ୍ୟନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.