ବଲାଙ୍ଗିର ଟାଉନ ଥାନାରେ ପ୍ରଥମ ମହିଳା ଆଇଆଇସି ଯୋଗ ଦେବେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନାରେ ପ୍ରଥମ ମହିଳା ଆଇଆଇସି ଯୋଗଦାନ କରିବେ । ପୋଲିସ ବିଭାଗର ଜିଲ୍ଲା ମୁଖ୍ୟ ପ୍ରଥମ ମହିଳା ଆଇଆଇସି ଭାବରେ କେ. ପ୍ରିୟଙ୍କା ରାଉତରାୟଙ୍କୁ ବଲାଙ୍ଗିର ଟାଉନ ଥାନା ତଥା ଆଦର୍ଶ ଥାନା ପାଇଁ ନିଯୁକ୍ତି ଦେଇଛନ୍ତିି । ତେବେ ସଂପୃକ୍ତ ମହିଳା ଆଇଆଇସି ଦାୟିତ୍ୱ ଗ୍ରହଣ କରିବା ପରେ ସହରର ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ବିଶେଷ ଉନ୍ନତି ଆସିବ ବୋଲି ସାଧାରଣରେ ବିଶ୍ୱାସ କରାଯାଉଛି ।

Leave A Reply

Your email address will not be published.