ଏନଏଚ ତଳକୁ ଖସିଲା ପିକଅପ : ଚାଳକ ଫେରାର

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ରାତିରେ ଏକ ମହିନ୍ଦ୍ରା ପିକଅପ୍ (ଡବ୍ଲୁବି ୩୧ ଏ ୩୭୫୦)ଗାଡ଼ି ଦେଓଗାଁ ପଟରୁ ବଲାଙ୍ଗୀର ଆଡ଼କୁ ଯାଉଥିବା ବେଳେ ସିନଖମନ ନିକଟରେ ଦୁର୍ଘଟଣା ଘଟିଛି । ଗାଡି ଚାଲକ ଜଣକ ଫେରାର ମାରିଥିବା ବେଳେ ଗାଡ଼ିଟି ବାଲେଶ୍ଵର ଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.